
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ନେଇଛନ୍ତି। ବାଘୁଣୀ ରେଣୁକା ଏହି ଦୁଇଟି ବିରଳ କଳା ବାଘ ଛୁଆଙ୍କୁ ଜନ୍ମ ଦେଇଛି।
ଉଭୟ ବାଘୁଣୀ ଓ ଦୁଇ ନବଜାତକଙ୍କୁ ସିସିଟିଭି ନଜରରେ ରଖାଯାଇଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।
from Odisha Reporter http://bit.ly/2ECWBTL
No comments:
Post a Comment