ନାଲ୍‌କୋର ପାଚେରି କାମକୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ନାଲ୍‌କୋର ପାଚେରି କାମକୁ ବିରୋଧ

nalco

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ନାଲ୍‌କୋ କମ୍ପାନୀର ପାଚେରି କାମକୁ ଆମ୍ବଗାଁ ଗ୍ରାମବାସୀ ବିରୋଧ କରିଛନ୍ତି।

ନାଲ୍‌କୋ ୩୫ ବର୍ଷ ତଳେ ଜମି ଅଧିଗ୍ରହଣ କରିଥିଲେ ବି ଏଯାଏ ଗାଁ ଲୋକଙ୍କୁ କୌଣସି ସୁବିଧା,ସୁଯୋଗ ଦେଇ ନଥିବା ଅଭିଯୋଗ ହୋଇଛି।

ଗାଁର ଉନ୍ନତି ନେଇ ପ୍ରଥମେ କମ୍ପାନୀ କର୍ତ୍ତୃପକ୍ଷ ‌ଆଲୋଚନା କରନ୍ତୁ, ପରେ ପାଚେରି କାମ କରିବେ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି।

ଅନ୍ୟପଟେ ନାଲ୍‌କୋର ପାଚେରି କାମ କରୁଥିବା ଠିକା କମ୍ପାନୀ କାମ କରି ନ ପାରି ଥାନାର ଦ୍ୱାରସ୍ଥ ହୋଇଛି।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।



from Odisha Reporter https://ift.tt/2QCliGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages