ପ୍ରଶଂସକଙ୍କୁ ନିଜ ଦେଶ ବାବଦରେ କ’ଣ ପସନ୍ଦ ବୋଲି ପଚାରିଲେ ସେହ୍ୱାଗ, ଆସିଲା ଏମିତି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ପ୍ରଶଂସକଙ୍କୁ ନିଜ ଦେଶ ବାବଦରେ କ’ଣ ପସନ୍ଦ ବୋଲି ପଚାରିଲେ ସେହ୍ୱାଗ, ଆସିଲା ଏମିତି ଉତ୍ତର

ନୂଆଦିଲ୍ଲୀ:କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବୀରେନ୍ଦ୍ର ସେହ୍ୱାଗ। ଏଥର କିନ୍ତୁ ପ୍ରସଙ୍ଗ ଏବଂ ଉପସ୍ଥାପନା ଶୈଳୀ ଥିଲା ଟିକେ ନିଆରା।

ଏହି ପୂର୍ବତନ କ୍ରିକେଟର ତାଙ୍କର ଫଲୋୟର୍ସଙ୍କୁ ପ୍ରଶ୍ନ କରିଥିଲେ, ମହାନ ଭୂମି ଭାରତରେ ଅନେକ ମନଛୁଆଁ ଜିନିଷ ରହିଛି। ଆପଣମାନଙ୍କୁ ସେମଧ୍ୟରୁ କେଉଁଟି ପ୍ରିୟ?

ଏହାପରେ ହୋଇଥିଲା ରିପ୍ଲାଇର ବର୍ଷା। ଆଉ ସବୁଠାରୁ ଅଧିକ ଉତ୍ତର ଆସିଥିଲା ‘ବିବିଧତାରେ ଏକତା’ ବା ‘ୟୁନିଟି ଇନ୍ ଡାଇଭର୍ସିଟି’ ଏବଂ ଭାରତୀୟ ସେନାର ଅବଦାନକୁ ନେଇ କିଛି ହୃଦୟଛୁଆଁ ଟ୍ୱିଟ୍। ଆଉ କିଛି ଥିଲା ମଜାଦାର, ଯେପରିକି ‘ଗୁପ୍ଚୁପ୍’ ଏବଂ ‘ଜୁଗାଡ଼’।

ଦେଖନ୍ତୁ ସେଭଳି କିଛି ଟ୍ୱିଟ୍‌।



from Odisha Reporter https://ift.tt/2SzS60a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages