ଅମାନିଆ ଇଶା: ଶୋସାଲ୍‌ ମିଡିଆରେ ଅର୍ଦ୍ଧନଗ୍ନ ଫଟୋ ଶେଆର କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଅମାନିଆ ଇଶା: ଶୋସାଲ୍‌ ମିଡିଆରେ ଅର୍ଦ୍ଧନଗ୍ନ ଫଟୋ ଶେଆର କଲେ

ମୁମ୍ବାଇ:ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ହେଉଛନ୍ତି ଇଶା ଗୁପ୍ତା। ସେ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ଥାନ୍ତି ତା’ଠାରୁ ଅଧିକ ନିଜର ବୋଲ୍ଡ ଫଟୋ ଶୁଟ୍‌ ପାଇଁ ଥାଆନ୍ତି। ଏବେ ସେମିତି କିଛି ଫଟୋ ଶୁଟ୍‌ କରି ନିଜେ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଅର୍ଦ୍ଧନଗ୍ନ ଶରୀରରଏହି  ଫଟୋକୁନେଇତାଙ୍କକ୍ରେଜ୍ବଢିଯାଇଛି।

ଏହି ଫଟୋରେ ଇଶା ଟପ୍‌ଲେସ୍‌ ହୋଇଥିବାରୁ ଏହା ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ତାଙ୍କର ଏହି ବୋଲ୍ଡ୍‌ ଅନ୍ଦାଜ୍‌ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଛି। ଈଶାଙ୍କର ଏହା ନୂଆ ଅବତାର ନୁହେଁ।

ଏମିତି  ଫଟୋ ସେ ପ୍ରଥମ କରି ଶେୟାର କରି ନାହାନ୍ତି। ଏହା ପୂର୍ବରୁ ବି ତାଙ୍କର ବୋଲ୍ଡ ଓ ହଟ୍‌ ଫଟୋ ଗୁଡ଼ିକ ହଇଚଇ ସୃଷ୍ଟି  କରିଥିଲା।

ଈଶା ୨୦୦୭ରେ  ଫେମିନା ମିସ୍‌ ଇଣ୍ଡିଆରେ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍‌ର ଟାଇଟଲ୍‌ ଜିତିଥିଲେ। ପରେ ସେ ମଡେଲିଂ ଓ ବଲିଉଡ୍‌ରେ ପାଦ ରଖିଥିଲେ। ସେ ହିନ୍ଦୀ ସହ ତାମିଲ୍‌ ଓ ତେଲ୍‌ଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜନ୍ନତ-୨, ରାଜ୍‌3D,  ବେବି, ତୁତକ ତୁତକ ତୁତିଆ, କମାଣ୍ଡୋ-୨ ଓ ପଲଟନ୍‌ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।



from Odisha Reporter http://bit.ly/2LDscq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages