ମଣ୍ଡିରେ ପଶି ଧାନ ଖାଇଗଲେ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ମଣ୍ଡିରେ ପଶି ଧାନ ଖାଇଗଲେ ହାତୀ

paddy

ପଦ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପଦ୍ମପୁରର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀଙ୍କ ଉପଦ୍ରବ। ଆଜି ଭୋରରେ ଏକ ହାତୀପଲ ଧାନମଣ୍ଡିରେ ପଶି ଧାନ ଖାଇ ଦେଇଛନ୍ତି। ତା’ସହିତ ଧାନ ଭର୍ତ୍ତି ବସ୍ତାଗୁଡ଼ିକୁ ଦଳି ଚକଟି ନଷ୍ଟ କରି ପକାଇଛନ୍ତି।

880୪୦ରୁ ୫୦ ବସ୍ତା ଧାନକୁ ପାଦରେ ଦଳି ହାତୀମାନେ ନଷ୍ଟ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ଟି ହାତୀ ଆସି ବୁଲୁଥିଲେ।

ଦହିଗାଁ ଅଞ୍ଚଳର ଜଣେ ଚାଷୀ କହିଛନ୍ତି,“ଧାନ ମିଲ୍‌କୁ ଯାଇ ନ ପାରିବାରୁ ୧୦ରୁ୧୨ ଦିନ ହେବ ମଣ୍ଡିରେ ମୋ ଧାନ ପଡ଼ି ରହିଛି। ୧୨ ବସ୍ତା ଧାନ ହାତୀ ନଷ୍ଟ କରିଦେଇଛି। ମଣ୍ଡିରେ ଧାନ ବସ୍ତାକୁ ସୁରକ୍ଷା ଦିଆଯାଉନାହିଁ। ସରକାର ମୋତେ କ୍ଷତିପୂରଣ ଦିଅନ୍ତୁ।”



from Odisha Reporter http://bit.ly/2EYEtDT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages