କାମାକ୍ଷା-ଡେକରଗାଓଁ ଇଣ୍ଟରସିଟିରେ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

କାମାକ୍ଷା-ଡେକରଗାଓଁ ଇଣ୍ଟରସିଟିରେ ବିସ୍ଫୋରଣ

ଗୁଆହାଟୀ: ଶନିବାର ସନ୍ଧ୍ୟାରେ କାମାକ୍ଷା-ଡେକରଗାଓଁରେ ବିସ୍ଫୋରଣ ଘଟିବାରୁ ୧୧ ଜଣ ଆହତ ହୋଇଥିବା ଜଣାଯାଇଛି।

ଉତ୍ତର-ପୂର୍ବର ରେଲ୍‌ୱେ ପକ୍ଷରୁ ଦିଆଯାଥିବା ସୂଚନା ଅନୁଯାୟୀ, ଆସାମର ରାଜଧାନୀ ଗୁଆହାଟୀଠାରୁ ୯୫ କିଲୋମିଟରଦୂରରେ ସନ୍ଧ୍ୟା ୭.୪ବେଳେ ଏହି ଘଟଣା ଘଟିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଯେ, ଏହା ବିସ୍ଫୋରକ କାରଣରୁ ହୋଇଛି କିମ୍ବା ଇଲେକ୍ଟ୍ରିକ୍‌ ଶର୍ଟ ସର୍କିଟ୍‌ କାରଣରୁ ହୋଇଛି। କିନ୍ତୁ ଏଥିରେ କେହି ପ୍ରାଣ ହରାଇଥିବା କଥା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

ଜଣେ ଯାତ୍ରୀ ଗୁରୁତରଭାବେ ଆହତ ହୋଇଥିବା ଜଣାଯାଇଛି। ଆସାମରେ ଗତ ଦୁଇ ସପ୍ତାହରେ ଏହା ଦ୍ୱିତୀୟ ଦୁର୍ଘଟଣା।



from Odisha Reporter https://ift.tt/2U5Qexq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages