ବଦଳିଲା ରଙ୍ଗ-ଢଙ୍ଗ: ନୂଆ ଅବତାରରେ ଆସିଲା ପଲସ୍‌ର-୧୫୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ବଦଳିଲା ରଙ୍ଗ-ଢଙ୍ଗ: ନୂଆ ଅବତାରରେ ଆସିଲା ପଲସ୍‌ର-୧୫୦

ନୂଆଦିଲ୍ଲୀ: ରୂପ ସମାନ। ହେଲେ ରଙ୍ଗ-ଢଙ୍ଗ ବଦଳିଲା। ଏବେ  ନୂଆ ଅବତାରରେ ଆସିଛି ବାଜାଜ୍‌ର ବହୁ ଚର୍ଚ୍ଚିତ ବାଇକ୍‌ ପଲସ୍‌ର-୧୫୦। ବାଜାଜ୍‌ ଅଟୋମୋବାଇଲ୍‌ ପକ୍ଷରୁ କମ୍ପାନୀର ନୂତନ ସଂସ୍କରଣ Bajaj Pulsar 150 “Neon” ଭାରତରେ ଲଞ୍ଚ୍‌ କରାଯାଇଛି। କମ୍ପାନୀ ପକ୍ଷରୁ ଏହାର ଦାମ୍‌ ୬୪,୯୯୮ ଟଙ୍କା  ରଖାଯାଇଛି। ପୁରୁଣା ମଡେଲ ବ୍ଲାକ ଆସୁଥିବା ବେଳେ ନୂଆ ମଡେଲ ବାଇକ୍‌ରେ ଗ୍ରାଫିକ୍ସ ସହ କଳା ରଙ୍ଗର ଛାପ ରହିଛି।  ବାଇକ୍‌ର ରିଅର ଡ୍ରମ୍‌ ବ୍ରେକ୍‌ ଉପଲବ୍ଧ ଥିବା ବେଳେ ଇଞ୍ଜିନ ୧୫୦ ସିସି ରହିଛି।

ନୂଆ ରୂପରେ ଆସିଥିବା ଏହି ବାଇକ୍‌ଟି  Honda CB Unicorn 150, Hero Achiever 150, Yamaha SZ-RR ଠାରୁ କୌଣସି ଗୁଣରେ କମ୍‌ ନୁହେଁ।  ଗତ ୧୭ ବର୍ଷ ମଧ୍ୟରେ ବାଇକ୍‌ ପଲସ୍‌ର-୧୫୦ଏକ ନମ୍ବର ହୋଇ ଆସିଛି ବୋଲି କମ୍ପାନୀର ସଭାପତି ଏରିକ୍‌ ଭାସ୍‌ କହିଛନ୍ତି।

ଦିଲ୍ଲୀର ଏହି ବାଇକ୍‌ର ଏକ୍ସ-ସୋରୁମ୍‌ ପ୍ରାଇସ୍‌ ୬୪,୯୯୮ ଟଙ୍କା  ରହିଛି। ନୂଆ ଏଡ଼ିସନ୍‌ରେ 149 cc single-cylinder DTS-i engine ଉପଲବ୍ଧ ରହିଛି। ଏଥିରେ 13.8 bhp at 8000 rpm and 13.4 Nm of peak torque at 6000 rpm ଫିଚର ମଧ୍ୟ ରହିଛି।

ଜାଣନ୍ତୁ କେଉଁଠି କେତେ ପ୍ରାଇସ୍‌

Delhi – ₹ 64,998
Mumbai – ₹ 65,446
Pune – ₹ 65,446
Bengaluru – ₹ 66,086
Kolkata – ₹ 66,240
Chennai – ₹ 66,790



from Odisha Reporter https://ift.tt/2KK9ahf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages