
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା ନକରି ପରୋକ୍ଷରେ ତୀର ମାରିଛନ୍ତି। ଭିନ୍ନ ଢଙ୍ଗରେ ମୋଦି ରାଜ୍ୟରେ ଘଟିଥିବା ଚିଟ୍ଫଣ୍ଡ ଦୁର୍ନୀତି, ଚାଷୀଙ୍କୁ ଅବହେଳା ଆଦି ପ୍ରମୁଖ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।






from Odisha Reporter http://bit.ly/2GGCOW7
No comments:
Post a Comment