ଏମିତି ଥିଲା ହିନା ଖାନ୍‌ଙ୍କ ପ୍ରଥମ ଆଡଲ୍ଟ୍‌ ଫିଲ୍ମ ଦେଖିବାର ଅନୁଭୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଏମିତି ଥିଲା ହିନା ଖାନ୍‌ଙ୍କ ପ୍ରଥମ ଆଡଲ୍ଟ୍‌ ଫିଲ୍ମ ଦେଖିବାର ଅନୁଭୂତି

ମୁମ୍ବାଇ: ଅଭିନୟ ହେଉ କି ବୋଲ୍‌ଡ୍‌ ଅନ୍ଦାଜ୍‌ ଅବା ବିଗ୍‌ ବସ୍‌ରେ ନଖରାମି, ଛୋଟ ପରଦାର ହଟ୍‌ ଅଭିନେତ୍ରୀ ହିନା ଖାନ୍‌ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ଟିଭି ଧାରାବାହିକ କସୌଟି ଜିନ୍ଦେଗୀ କି-୨ର ‘କମୋଲିକା’ ଚରିତ୍ରରେ ଦମ୍‌ଦାର୍‌ ଅଭିନୟ କରି ଢେର୍‌ ପ୍ରଶଂସା ସାଉଁଟିଥିବା ହିନା ଏବେ ତାଙ୍କ ଡେବ୍ୟୁ ଫିଲ୍ମ୍‌କୁ ନେଇ ବ୍ୟସ୍ତ।

ତେବେ ତାଙ୍କ ପ୍ରଥମ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ଏକ ସାକ୍ଷାତକାରରେ ହିନା ଶେୟାର୍‌ କରିଥିବା ନିଜର ଏକ ଅନୁଭୂତି ତା’ ଠାରୁ ଅଧିକ ଆଲୋଚ୍ୟ ବିଷୟ ପାଲଟିଛି।

ଜୀବନରେ ପ୍ରଥମ ଥର ଆଡଲ୍ଡ ଫିଲ୍ମ ଦେଖିବା ପରର ଅନୁଭୂତି ହିନା ନିକଟରେ ଶେୟାର୍‌ କରିଛନ୍ତି। ଏକ ମ୍ୟାଗାଜିନ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, “ପ୍ରଥମ ଥର ଆଡଲ୍ଟ ଫିଲ୍ମ ଦେଖିବା ପରେ ମୋ ଆଖି ଖୋଲା ରହିଯାଇଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।”

ହିନା ଏବେ କଶ୍ମୀର୍‌ରେ ନିଜ ଡେବ୍ୟୁ ପିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।



from Odisha Reporter https://ift.tt/2UOVMNd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages