ଶିଖ୍ ବେଶରେ ଲୁଚିଛି ମୁସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଶିଖ୍ ବେଶରେ ଲୁଚିଛି ମୁସା

ଚଣ୍ଡୀଗଡ଼: ଅଲ୍‌ କାଏଦା ଆତଙ୍କୀ ସଂଗଠନର କଶ୍ମୀର ଶାଖା ଛାମୁଆ ଆତଙ୍କବାଦୀ ଜାକିର ମୁସା ପଞ୍ଜାବରେ ହିଁ ଲୁଚିଥିବା ପୁଣିଥରେ ଜଣାପଡ଼ିଛି। ଗୁଇନ୍ଦା ବିଭାଗ, ସିଆଇଡି ଏବଂ ସେନା ଇଣ୍ଟେଲିଜେନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁସା ବର୍ତ୍ତମାନ ପଞ୍ଜାବରେ ଶିଖ୍ ବେଶରେ ଲୁଚିଛି।

ଏଭଳି ପୁରୁଣା ଫଟୋ ସହିତ ଶିଖ୍ ବେଶର ଏକ ଫଟୋ ବର୍ତ୍ତମାନ ରିଲିଜ୍ କରାଯାଇଛି ଏବଂ ବଥିଣ୍ଡା ଓ ଫିରୋଜପୁର ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି।

ନିକଟରେ ଅମୃତସରଠାରେ ସ୍ଥାନୀୟ ଲୋକେ ତାକୁ ଦେଖିବାକୁ ପାଇଥିଲେ। ସେ ବର୍ତ୍ତମାନ ଅଲ୍‌ କାଏଦାର ଶାଖା ଘଜ୍‌ୱତ୍‌ ଉଲ୍‌ ହିନ୍ଦ୍‌ର ମୁଖ୍ୟ ଏବଂ ପଞ୍ଜାବରେ ୨ ବର୍ଷ ଛାତ୍ର ଜୀବନ କାଟିସାରିଛି।

୨୦୧୦ ମସିହାରେ ମୋହାଲିଠାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍‌ରେ ସେ ଆଡମିଶନ୍‌ ନେଇଥିଲା, କିନ୍ତୁ ୨୦୧୩ରେ ସେ ପରୀକ୍ଷାରେ ଫେଲ୍‌ ହୋଇ ପାଠ ଛାଡ଼ିଦେଇଥିଲା। ପଞ୍ଜାପରେ ବେଶ୍‌ କିଛି ଦିନ ବିତାଇଥିବାରୁ ଏଠାରେ ସେ ନେଟ୍‌ୱର୍କ ବଢ଼ାଇବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି।



from Odisha Reporter https://ift.tt/2AYeitl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages