ଦୀଲବର୍‌ ଗୀତର ଆରବିକ୍‌ ଭର୍ସନ୍‌ ଆଣିଲେ ନୋରା ଫତେହି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଦୀଲବର୍‌ ଗୀତର ଆରବିକ୍‌ ଭର୍ସନ୍‌ ଆଣିଲେ ନୋରା ଫତେହି

ମୁମ୍ବାଇ(ଓଡ଼ିଶା ରିପୋର୍ଟର):‘ଦୀଲବର୍‌’ ଗୀତରେ ନିଜର ନାଚରେ ସମସ୍ତଙ୍କୁ ଘାଇଲା କରିଥିବା ଅଭିନେତ୍ରୀ ନୋରା ଫତେହି ଏବେ ପୁଣିଥରେ ଚର୍ଚ୍ଚାରେ। ଫିଲ୍ମ ‘ସତ୍ୟୟମେବ ଜୟତେ’ର ଗାତ ‘ଦୀଲ୍‌ବର୍‌’କୁ କେବଳ ନୋରା ଫତେହିଙ୍କ ନାଚ ପାଇଁ ଜବରଦସ୍ତ ରେସପନ୍ସ ମିଳିଥିଲା। ଏହି ଦୀଲବର୍‌ ଗୀତର ଆରବିକ୍‌ ଭର୍ସନ ନେଇଆସିଛନ୍ତି ନୋରା। ଏଥର ସେ ଏଥିରେ ନା କେବଳ ଡ୍ୟାନ୍ସ କରିଛନ୍ତି, ଦୀଲବର୍‌ ଗୀତକୁ ଗାଇଛନ୍ତି ମଧ୍ୟ।  ୟୁଟ୍ୟବ୍‌ରେ ଏବେ ଏହି ଗୀତ ନମ୍ବର ଟୁ ରେ ଟ୍ରେଣ୍ଡ କରୁଛି।

ନୋରା ଏହି ଗୀତଟିକୁ ‘ଫନେୟର’ ମ୍ୟୁଜିକାଲ୍‌ ଗ୍ରୁପ୍‌ ସହ ମିଶି ପ୍ରସ୍ତୁତ କରିଛନ୍ତି। ‘ଦୀଲ୍‌ବର୍‌’ ଗୀତର ଆରବିକ୍‌ ଭର୍ସନକୁ ନୋରା ଓ ଫନେୟର ମିଶି ଗାଇଛନ୍ତି। ଗୀତକୁ ମୋହସିନ୍ ତିଜାଫ କମ୍ପୋଜ୍‌ କରିଥିବା ବେଳେ ଏହାର ଲିରିକ୍ସ ଖଲିଫା ମନାନୀ ଓ ଅଶରଫ ଆର୍‌ବନେ ଲେଖିଛନ୍ତି। ଗାତଟିକୁ ନୋରା ନିଜେ ହିଁ ପ୍ରଡ୍ୟୁସ୍‌ କରିଛନ୍ତି। ଏହି ଗୀତରେ ନୋରା ମୋରକ୍କନ୍ ଗ୍ରୁପ୍‌ ସହ ଜବରଦସ୍ତ ଜୁଗଲବନ୍ଦି କରିବା ସହ ପୂର୍ବ ଭଳି ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି।



from Odisha Reporter https://ift.tt/2SjkqUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages