ଏମିତି ଥିଲା ଦୀପ୍‌ବୀର୍‌ଙ୍କ ରିସେପ୍‌ସନ୍‌ ପାର୍ଟି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଏମିତି ଥିଲା ଦୀପ୍‌ବୀର୍‌ଙ୍କ ରିସେପ୍‌ସନ୍‌ ପାର୍ଟି  

Untitled-1

ମୁମ୍ବାଇ: ବଲିଉଡ୍‌ର ବାଜିରାଓ ମସ୍ତାନୀଙ୍କ ଶେଷ ରିସେପ୍‌ସନ୍‌ ପାର୍ଟି  ଗତକାଲି ରାତିରେ ମୁମ୍ବାଇର ହୋଟେଲ୍‌ ଗ୍ରାଣ୍ଡ୍‌ ହୟାତ୍‌ରେ ସମ୍ପନ୍ନ ହୋଇଛି। ଏହି ପାର୍ଟିରେ  ଅମିତାବ୍‌ ବଚ୍ଚନ, ରେଖା, ଅନୁଷ୍କା ଶର୍ମା, କଟ୍ରିନା କୈଫ୍‌, ଅନୀଲ୍‌ କପୁରଙ୍କ ସହ ଅନେକ ଲେଲିବ୍ରିଟି ଯୋଗ ଦେଇଥିଲେ।

ପାର୍ଟିରେ ବଲିଉଡ୍‌ ବ୍ୟକ୍ତିତ୍ୱମାନଙ୍କ ସହ ମୁକେଶ୍‌ ଅମ୍ବାନୀଙ୍କ ପରିବାର ଓ କ୍ରିକେଟ୍‌ ଜଗତର କିଛି ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା।

ଦୀପିକା ତାଙ୍କ ଅନ୍ୟ ରିସେପ୍‌ସନ୍‌ ପାର୍ଟିରେ ଟ୍ରାଡିସ୍‌ନାଲ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିବା ବେଳେ ଗତ କାଲିର ରିସେପ୍‌ସନ୍‌ ପାର୍ଟିରେ ସେ ମେରୁନ୍‌ କଲର ଡିଜାଇନର ଡ୍ରେସ୍‌ ପିନ୍ଧି ଖୁବ୍‌ ଗ୍ଲାମରସ୍‌ ଓ ଗର୍‌ଜିଅସ୍‌ ଲାଗୁଥଲେ।  ଏହି ଅବସରରେ ବଲିଉଡ୍‌ କଳାକାରଙ୍କ ଜଲୱା ବି କିଛି କମ୍‌ ନ ଥିଲା। ତେବେ ଚାଲନ୍ତୁ ପାର୍ଟିର କିଛି ଝଲକ୍‌ ଦେଖିବା।

 



from Odisha Reporter https://ift.tt/2QueXMV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages