
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ପ୍ରସନ୍ନଙ୍କୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜୁ କୃଷକ ଜନତା ଦଳର ମହାସଚିବ ଭାବେ ନିଯୁକ୍ତ କରାଯାଇଛି।
ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ ବିଜୁ କୃଷକ ଜନତା ଦଳ ଆବାହକ ଭାବେ ଦାୟିତ୍ୱ ତୁଲାଉଥିଲେ।
from Odisha Reporter https://ift.tt/2Levkbs
No comments:
Post a Comment