ରାସ୍ତାରେ ଓଲଟି ପଡ଼ିଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ରାସ୍ତାରେ ଓଲଟି ପଡ଼ିଲା ଟ୍ରକ୍‌

truck

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍‌ର ପେଟାଘାଟି ନିକଟରେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ଟିଏ ରାସ୍ତା ଉପରେ ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ଲମତାପୁଟ ଓ ଜୟପୁର ରାସ୍ତା ଜାମ୍ ହୋଇଯାଇଛି।

ସୂଚନାଅନୁସାରେ,ଏହି ଟ୍ରକ୍‌ ଆନ୍ଧ୍ରର ଆରକୁରୁ ଦିଲ୍ଲୀ ଯାଉଥିଲା। ଟ୍ରକରେ ଶିମ୍ବ ମୋଞ୍ଜି ବୋଝେଇ ହୋଇଥିଲା।



from Odisha Reporter https://ift.tt/2UBu9Hx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages