
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): JEE ମେନ୍ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ।
ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁଆରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୬ରୁ ୨୦ ତାରିଖ ଯାଏ ପରୀକ୍ଷା ହେବ।
ଏନେଇ ବିଧିବଦ୍ଧ ଭାବେ OJEE ସେଲ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତ ଥର ଇଣ୍ଟିଗ୍ରେଟେଡ୍ M.SC ପାଇଁ ବି JEE ମେନ୍ ଦେବାକୁ ପଡ଼ିବ।
ପ୍ରଥମ ଥର ପାଇଁ NTA ପରୀକ୍ଷା ପରିଚାଳନା କରିବ।
from Odisha Reporter https://ift.tt/2PR0SVy
No comments:
Post a Comment