ଚୋକ୍‌ସିଙ୍କ ଥାଇଲ୍ୟାଣ୍ଡ କାରଖାନା ଜବତ କଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଚୋକ୍‌ସିଙ୍କ ଥାଇଲ୍ୟାଣ୍ଡ କାରଖାନା ଜବତ କଲା ଇଡି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ଅଭିଯୁକ୍ତ ତଥା ବ୍ୟବସାୟୀ ମେହୁଲ ଚୋକସିଙ୍କ ଥାଇଲ୍ୟାଣ୍ଡ ସ୍ଥିତ କରାଖାନାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସିଲ୍‌ କରାଯାଇଛି।

ଏଥିସହ ଜେଏନ୍‌ପିଟି-ଓବିସି ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଇଡି ହଂକଂ ବ୍ୟାଙ୍କରେ ଥିବା ଚୋକିସ୍‌ଙ୍କ ୪୨ କୋଟି ଟଙ୍କାକୁ ମଧ୍ୟ ଜବତ କରିଛି। ଥାଇଲ୍ୟାଣ୍ଡ କାରଖାନାର ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି।

ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବର୍ତ୍ତମାନ ସୁଦ୍ଧା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩,୬୦୦ କୋଟି ଋଣ ଜାଲିଆତି ଘଟଣାରେ ଚୋକିସ୍‌ଙ୍କ ୪ ହଜାର ୭୬୫ କୋଟି ଟଙ୍କାର ସମ୍ପତ୍ତି ଜବତ କରଯାଇଛି।



from Odisha Reporter http://bit.ly/2FenH47

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages