ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ

fire

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ମଦନପୁର ଗାଁରେ ଗତକାଲି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଏକ ଘରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ପ୍ରଥମେ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଘରେ ଜଣେ ବ୍ୟକ୍ତି ଥିଲେ। ସେ ନିଆଁ ଦେଖି ଦୌଡ଼ି ପଳାଇ ଯାଇଥିଲେ। ପରେ ଘରେ ଥିବା ୪ଟି ଯାକ ଟାଙ୍କି ବିସ୍ଫୋରଣରେ ଫାଟି ଯାଇଥିଲା। ଏହା ଫଳରେ ପୂରା ଘରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲା।

ଗୋଟିଏ ଟାଙ୍କିରୁ ଆଉ ଗୋଟିଏ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି କଲା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।



from Odisha Reporter http://bit.ly/2HzPxdO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages