ଦୌଡ଼ି ଆସି କ୍ୟାମେରାମ୍ୟାନ୍‌ଙ୍କୁ ତଳୁ ଉଠାଇଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଦୌଡ଼ି ଆସି କ୍ୟାମେରାମ୍ୟାନ୍‌ଙ୍କୁ ତଳୁ ଉଠାଇଲେ ରାହୁଲ

rahul

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ଅଭାବନୀୟ ଘଟଣା ଘଟିଥିଲା। ତାଙ୍କ ଭିଡିଓ ଉତ୍ତୋଳନ କରୁଥିବା ଜଣେ କ୍ୟାମେରାମ୍ୟାନ୍‌ ଅସାବଧାନତାରୁ ତଳେ ପଡି ଯାଇଥିଲେ। ଏହି ସମୟରେ ରାହୁଲଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ ଜଣାଉଥିଲେ। ହେଲେ କ୍ୟାମେରାମ୍ୟାନ୍‌ ପଡ଼ିଯିବା ଦେଖି ସେ ଦୌଡ଼ି ଆସିଥିଲେ ଓ ନିଜେ ସମ୍ପୃକ୍ତ କ୍ୟାମେରାମ୍ୟାନ୍‌ଙ୍କୁ ତଳୁ ଉଠାଇଥିଲେ।



from Odisha Reporter http://bit.ly/2B3gWiB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages