ପ୍ରକାଶ ପାଇଲା କ୍ୟାଟ୍‌-୨୦୧୮ ପରୀକ୍ଷା ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ପ୍ରକାଶ ପାଇଲା କ୍ୟାଟ୍‌-୨୦୧୮ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ କମନ୍‌ ଆଡମିଶନ୍‌ ଟେଷ୍ଟ (କ୍ୟାଟ୍‌)ର ୨୦୧୮ ବର୍ଷ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହା ବର୍ତ୍ତମାନ ଏହି ରାଷ୍ଟ୍ରୀୟ ଅନୁଷ୍ଠାନର ୱେବ୍‌ସାଇଟ୍‌ iimcat.ac.inରେ ଉପଲବ୍ଧ ହେଉଛି।

ଏହି ପରୀକ୍ଷାରେ ରୌନକ୍‌ ମଜୁମ୍‌ଦାର ଶୀର୍ଷ ସ୍ଥାନ ଦଖଲ କରିଥିବାବେଳେ ସେ ୧୦୦% ମାର୍କ ରଖିଥିବା ଜଣାଯାଇଛି। ରୌନକ୍‌ ଆଇଆଇଟି କାନ୍‌ପୁରରୁ ପାଶ୍‌ଆଉଟ୍‌ ହୋଇଛନ୍ତି ଏବଂ ବର୍ତ୍ତମାନ ଆମେରିକାର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।

ରୌନକ୍‌ଙ୍କ ବ୍ୟତୀତ ଅନ୍ୟ ୧୧ଜଣ ପରୀକ୍ଷାର୍ଥୀ ମଧ୍ୟ ଶତପ୍ରତିଶତ ଉତ୍ତର ଦେଇଛନ୍ତି। ସେହିଭଳି ଆଇଆଇଟି କ୍ଷେତ୍ରରେ ଦେଖିବାକୁ ଗଲେ ଦିଲ୍ଲୀ ଆଇଆଇଟିରୁ ଅନୁଭବ ଏବଂ ଅଭିଷେକ ନାମକ ଦୁଇ ଛାତ୍ର ଯଥାକ୍ରମେ ୯୯.୯୯% ଏବଂ ୯୯.୬୭% ମାର୍କ ଦଖଲ କରିଛନ୍ତି।

ଗତ ନଭେମ୍ବର ମାସ ୨୫ ତାରିଖରେ ଦୁଇଟି ପ୍ରର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।



from Odisha Reporter http://bit.ly/2scCe8A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages