ଫେବୃଆରୀ ୩ରେ ପୁରୀ ଆସିବେ ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଫେବୃଆରୀ ୩ରେ ପୁରୀ ଆସିବେ ଅମିତ ଶାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେବୃଆରୀ ୩ ତାରିଖରେ ପୁରୀ ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଏହି ଅବସରରେ ପୁରୀରେ ଆୟୋଜିତ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଫେବୃଆରୀ ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରୀରେ ଜନଜାତି ଅଧିବେଶନ ଅନୁଷ୍ଠିତ ହେବ। ୨ରେ ପ୍ରଥମ ଦିନ ଅଧିବେଶନରେ ୫ ହଜାର ଜନଜାତି ପ୍ରତିନିଧି ଯୋଗଦେବେ। ୩ ତାରିଖ ଅମିତ ଶାହ ଯୋଗଦେବେ। ଏହି ସମାବେଶରେ ୧ ଲକ୍ଷ ଆଦିବାସୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।”



from Odisha Reporter http://bit.ly/2WoX9TN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages