ଚାକୁଣ୍ଡା ଗଛରେ ପିଟି ହେଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଚାକୁଣ୍ଡା ଗଛରେ ପିଟି ହେଲା କାର୍

rtt-9999

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-ଜୟପୁର ରାସ୍ତାର ନାଲିବର ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଚାକୁଣ୍ଡା ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାରଦା ରାୟ। ତାଙ୍କ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ ହଜିନଗରରେ। ସେ ରାହାଡିଙ୍ଗାରେ ତାଙ୍କ ମାମୁ ଘରେ ରହୁଥିଲେ।

yuu0000
ଗତକାଲି ବିଳମ୍ବିତ ରାତିରେ ସାରଦା କିଛି ଯାତ୍ରୀଙ୍କୁ ଛାଡ଼ି ସଂଅରା ଫେରୁଥିଲେ। ସଂଅରାରେ ତାଙ୍କ ଗାଡ଼ି ମାଲିକଙ୍କ ଘର। ଏହି ସମୟରେ ଜଗତସିଂହପୁର-ଜୟପୁର ରାସ୍ତାର ନାଲିବର ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ସାରଦାଙ୍କ ମୃତଦେହ ଉଦ୍ଧାର କରିଥିଲା।

କାର୍‌ଟି ଦ୍ରୁତ ଗତିରେ ଆସୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।



from Odisha Reporter http://bit.ly/2RVJzbM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages