ଧାନଗଦା ଜାଳିବା ଅଭିଯୋଗରେ ଜଣଙ୍କୁ ନିର୍ଧୁମ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଧାନଗଦା ଜାଳିବା ଅଭିଯୋଗରେ ଜଣଙ୍କୁ ନିର୍ଧୁମ ପିଟିଲେ

alimmmmmmmmmmmmmm

ଆଳି (ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳସାହି ଗାଁର ଏକ ଖଳାରେ ଥିବା ୩ଟି ଧାନ ଗଦାରେ ନିଆଁ ଳାଗିବା ଅଭିଯୋଗରେ ଜଣେ ଲୋକଙ୍କୁ ବିଦ୍ୟୁତ୍‌ ଖଣ୍ଟରେ ବାନ୍ଧି ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଁର ବାବୁରାମ ଜେନା ଏହି ନିଆଁ ଲଗାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏପରିକି ତାଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ପରେ ପୁଲିସ୍‌ ଜିମାରେ ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୦ଟା ଧାନ ଗଦାରେ ନିଆଁ ଲାଗିଥିବା କିଛି ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।



from Odisha Reporter http://bit.ly/2RzGVYs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages