ଘାଟି ତଳକୁ ଖସିଲା ପିକ୍‌ନିକ୍‌ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଘାଟି ତଳକୁ ଖସିଲା ପିକ୍‌ନିକ୍‌ ବସ୍‌

accident

ବଣାଇ(ରଣଜିତ୍‌ ଚୌଧୁରୀ): ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକ୍‌ନକ୍‌ରେ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଯାଉଥିବା ବସ୍‌ଟି ଟିକାୟତପାଲି ଥାନା ଅନ୍ତର୍ଗତ କୁଲୁକୁଡ଼ା ଘାଟି ତଳକୁ ଖସି ପଡ଼ିଛି। ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ପୁରୀ ପିକ୍‌ନିକ୍‌ ଯାଉଥିଲେ।

ଗତକାଲି ରାତି ପ୍ରାୟ ୧୧.୩୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2SOehQw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages