ପାରା ହତ୍ୟାକାଣ୍ଡରେ ଆଉ ଚାରି ଜଣଙ୍କୁ ବାନ୍ଧିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ପାରା ହତ୍ୟାକାଣ୍ଡରେ ଆଉ ଚାରି ଜଣଙ୍କୁ ବାନ୍ଧିଲା ପୁଲିସ୍‌

5660

ପୁରୀ(ମଧୂସୁଦନ ମିଶ୍ର): ପୁରୀର ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ପାରା ହତ୍ୟାକାଣ୍ଡ ମାମଲାରେ କୁମ୍ଭାରପଡ଼ା ଥାନା ପୁଲିସ୍‌ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ଅଛି।

gur0000

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାରା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଡେଙ୍ଗାମୁନାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ରହସ୍ୟ ଉପରୁ ପରଦା ହଟିଥିଲା। ଏହି ଷଡ଼ଯନ୍ତ୍ର ପଛରେ ଭାଗୁ ପ୍ରଧାନର ହାତ ଥିବା ଜଣାପଡ଼ିଥିଲା। ପାରାକୁ ମାରିବା ପାଇଁ ସେ ଡେଙ୍ଗାମୁନା କୁ ୭.୬ଏମ୍‌ଏମ୍‌ ପିସ୍ତଲ ଦେଇଥିଲା। ସେହି ପିସ୍ତଲରେ ପାରାକୁ ହତ୍ୟା କରିଥିଲା ଡେଙ୍ଗାମୁନା। ତା’ପରେ ସେ ସେହି ପିସ୍ତଲକୁ ଭାଗୁକୁ ଫେରାଇ ଦେଇଥିଲା। ଭାଗୁ ନିକଟରୁ ସେହି ପିସ୍ତଲ ଜବତ କରାଯାଇଛି।
ଏହି ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୋଟ ଆଠ ଜଣଙ୍କୁ ଗିରଫ କରାଯାଇଛି।



from Odisha Reporter http://bit.ly/2HGtcez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages