‘ଏସ୍‌ଆର’ କଂପାନୀର ପାଇପ୍‌ ଲାଇନ୍‌ କାଟିଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

‘ଏସ୍‌ଆର’ କଂପାନୀର ପାଇପ୍‌ ଲାଇନ୍‌ କାଟିଦେଲେ ନକ୍ସଲ

malkangiri-89

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ପଛପଟେ ଥିବା ଏସ୍‌ଆର କମ୍ପାନୀର ପାଇପ୍‌ ଲାଇନ୍‌କୁ ନକ୍ସଲମାନେ କାଟି ଦେଇଛନ୍ତି।  ଗତ ଶନିବାର ବିଳମ୍ୱିତ ରାତିରେ ନକ୍ସଲମାନେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

ଏହାଦ୍ୱାରା ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି। ପାଇପ୍ ଲାଇନ୍ କଟିଥିବାରୁ ଏସ୍ଆର କମ୍ପାନୀରେ କାର୍ଯ୍ୟ ବନ୍ଦ ରହିଛି।



from Odisha Reporter http://bit.ly/2FRFWfE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages