ଡଙ୍ଗା ବୁଡ଼ି ୬ ମୃତ, ୧୬ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଡଙ୍ଗା ବୁଡ଼ି ୬ ମୃତ, ୧୬ ନିଖୋଜ

ବେଙ୍ଗାଲୁରୁ: କର୍ଣ୍ଣାଟକାର କରୱାର ଉପକୂଳରେ ଆଜି ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ଡଙ୍ଗା ବୁଡ଼ି ଯିବାରୁ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଲୋକ ନିଖୋଜ ଥିବା ଜଣାପଡ଼ିଛି।

ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଘଟଣା ସମ୍ପର୍କରେ ବସ୍ତୃତ ତଥ୍ୟ ମିଳି ନଥିଲେ ହେଁ ଡଙ୍ଗାରେ ୨୨ ଜଣ ଯାତ୍ରୀ ଥିବା କୁହାଯାଉଛି। ଏମାନଙ୍କୁ ନେଇ ଡଙ୍ଗାଟି ଯାଉଥିବା ବେଳେ ହଠାତ୍‌ ବୁଡ଼ି ଯାଇଥିଲା।

ସ୍ଥାନୀୟ ମତ୍ସ୍ୟଜୀବୀମାନେ ୬ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏବେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ଯାଏ ଆଉ କୌଣସି ସୂଚନା ମିଳିନାହିଁ।



from Odisha Reporter http://bit.ly/2RFRwld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages