ଆରମ୍ଭ ହେଲା Vivo କାର୍ନିଭାଲ୍‌ ସେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଆରମ୍ଭ ହେଲା Vivo କାର୍ନିଭାଲ୍‌ ସେଲ୍‌

ମୁମ୍ବାଇ: Vivo କାର୍ନିଭାଲ୍‌ ସେଲ୍‌ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ ୨ ଜାନୁୟାରୀରୁ ୪ଜାନୁୟାରୀ ପର୍ଯ୍ୟନ୍ତ ରହିବ। ସେଲ୍‌ ମାଧ୍ୟମରେ ଆପଣ Vivo ସ୍ମାର୍ଟଫୋନ୍‌ରେ ୧୧,୪୦୦ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ। ଯେଉଁଥିରେ ୯,୦୦୦ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ମଧ୍ୟ ରହିଛି।

ଏହି ସେଲ୍‌ ମାଧ୍ୟମରେ Vivoର ବିଭିନ୍ନ ସ୍ମାର୍ଟଫୋନ୍‌ କିଣିଲେ ଆପଣ ଡିସ୍‌କାଉଣ୍ଟ ପାଇବେ। ଏହି ସେଲ୍‌ ଦ୍ୱାରା Vivo V9 Pro (6GB) ସ୍ମାର୍ଟଫୋନ୍‌ କିଣିଲେ ଆପଣଙ୍କୁ ପଡିବ ୧୭,୯୯୦ ଟଙ୍କା। ଏଥିସହ ଏଥିରେ ୪,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ମଧ୍ୟ ଦିଆଯାଉଛି। Vivo 11 ଏବଂ Vivo V11 Proରେ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ରହିଛି।

ଏଥିସହ Vivo Nexର ଦାମ୍‌  ୪୯,୯୯୦ ଟଙ୍କା ରହିଥିବା ବେଳେ ଡିସ୍‌କାଉଣ୍ଟ ପରେ ଏହି ଫୋନ୍‌ ୩୯.୯୯୦ଟଙ୍କାରେ ଆପଣ ପାଇପାରିବେ।

Vivo Y83 Proରେ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ରହିଛି। ସେହିପରି Vivo Y95 ଏବଂ Vivo Y81 ରେ ୨,୦୦୦ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି।



from Odisha Reporter http://bit.ly/2s0v730

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages