ଭଲ ଖବର ଅଛି, ଭାବୁଛି ଭାରତ-ପାକ୍‌ ବିବାଦର ଅନ୍ତ ହେବ: ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଭଲ ଖବର ଅଛି, ଭାବୁଛି ଭାରତ-ପାକ୍‌ ବିବାଦର ଅନ୍ତ ହେବ: ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଫେବୃଆରୀ ୧୪ ପୁଲ୍‌ୱାମା ଆକ୍ରମଣ ପରେ ଉଗ୍ର ରୂପ ଧାରଣ କରିଥିବା ଭାରତ ପାକିସ୍ତାନ ସମ୍ପର୍କରେ ଖୁବ ଶୀଘ୍ର ସୁଧାର ଆସିବ।

ଭିଏତ୍‌ନାମଠାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା ପରେ ଟ୍ରମ୍ପ କହିଥିଲେ, ମୁଁ ଭାବୁଛି ଆମ ପାଖରେ ପାକିସ୍ତାନ ଏବଂ ଭାରତ ବିଷୟରେ ଏକ ପ୍ରକାର ଆକର୍ଷଣୀୟ ଖବର ଅଛି। ମୁଁ ଭାବୁଛି ଏହି ବିବାଦର ଖୁବ୍‌ ଶୀଘ୍ର ଅନ୍ତ ଘଟିବ।

ସେ ଆହୁରି ମଧ୍ୟ କହିଥିଲେ, ଆମେରିକା, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରୟାସ କରୁଛି ଏବଂ ଅଟକାଇବାକୁ ଚାହୁଁଛି। ବହୁତ ଦିନ ହେଲା ଏହା ଚାଲୁ ରହିଛି, ଯେଉଁଥିରେ ଅନ୍ତ ଘଟିବା ଦରକାର।



from Odisha Reporter https://ift.tt/2GQZ6E6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages