ନଦୀରେ ଭାସୁଛି ଶହ ଶହ ମଲା ମାଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ନଦୀରେ ଭାସୁଛି ଶହ ଶହ ମଲା ମାଛ

fish-12

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା  ରେମୁଣା  ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି।

ତେବେ ଏତେ ସଂଖ୍ୟାରେ ମାଛ କାହିଁକି ମଲେ, ତାହା ସ୍ପଷ୍ଟ ହୋଇନାହିଁ।

ମାଛ ମାରିବା ପାଇଁ କେହି ନଦୀରେ ବିଷ ପ୍ରୟୋଗ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଦିନ ହେବ ଏପରି ଭାବେ ମାଛ ମରୁଛନ୍ତି। ନଦୀର ପାଣି କଳାରଙ୍ଗ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2tANV9V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages