ହେମାଙ୍କ ଘର ବାହୁଡ଼ା ନେଇ ଖୁସି ନୁହନ୍ତି ତାରା, କହିଲେ ରୋକ୍‌ଠୋକ୍‌ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ହେମାଙ୍କ ଘର ବାହୁଡ଼ା ନେଇ ଖୁସି ନୁହନ୍ତି ତାରା, କହିଲେ ରୋକ୍‌ଠୋକ୍‌ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସକୁ ହେମା ଗମାଙ୍ଗଙ୍କ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେପଟେ ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ  ତାରା ପ୍ରସାଦ ବାହିନୀପତି । ହେମା ଗମାଙ୍ଗ ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ତାରା ।

ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି। କିନ୍ତୁ ହେମାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିବା କହିଛନ୍ତି ତାରା। ଗତକାଲି ଓଟିଭିକୁ  ସୂଚନା ଦେଇ କଂଗ୍ରେସକୁ ଫେରିବା ନେଇ ସଂକେତ ଦେଇଥିଲେ ହେମା ଗମାଙ୍ଗ। କଂଗ୍ରେସର ଟପ୍ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ତେବେ ତାରାଙ୍କ ମନ୍ତବ୍ୟ ନେଇ ହେମାଙ୍କ ପ୍ରତିକ୍ରିୟା ମିଳିନାହିଁ।



from Odisha Reporter http://bit.ly/2GoPQXA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages