
ନୂଆପଡ଼ା(ମୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କାଟଫାର୍ ଜଙ୍ଗଲରୁ ଲାଲ୍ ବାହିନୀର କ୍ୟାମ୍ପ ଠାବ କରାଯାଇଛି। ନକ୍ସଲ କ୍ୟାମ୍ପରୁ ୫ଟି ଟିଫିନ୍ ବୋମା ସହ ବହୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।
କାଟଫାର ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଥିବା ନେଇ ଏସ୍ଓଜି ଯବାନଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ଯବାନମାନେ କମ୍ବିଂ ଅପରେସନ୍ କରିଥିଲେ। କମ୍ବିଂ ବେଳେ ଯବାନମାନେ ନକ୍ସଲ କ୍ୟାମ୍ପ ଠାବ କରିଥିଲେ।
from Odisha Reporter http://bit.ly/2tccfPc
No comments:
Post a Comment