
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବୃଆରୀ ୨୨ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୨୮୩୦ ସେଣ୍ଟରରେ ୫ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ପ୍ରଥମ ସିଟିଂ ସକାଳ ୧୦ଟା ୩୦ରୁ ୧୨ଟା ୩୦ ଯାଏ ହେବ। ସେହିପରି ୨ୟ ସିଟିଂ ୨ଟାରୁ ୪ଟା ୩୦ ଯାଏ ହେବ।
ପରୀକ୍ଷାର୍ଥୀ ଫେବୃଆରୀ ୮ରୁ ୱେବ୍ ସାଇଟରୁ ଆଡମିଟ କାର୍ଡ ପାଇପାରିବେ। ମାର୍ଚ୍ଚ ୮ ଯାଏ ପରୀକ୍ଷା ଚାଲିବ।
from Odisha Reporter http://bit.ly/2MKZcNE
No comments:
Post a Comment