ଖସି ପଳାଉ ଥିଲା, ପୁଲିସ୍‌ ମାରିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଖସି ପଳାଉ ଥିଲା, ପୁଲିସ୍‌ ମାରିଲା ଗୁଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁଷୁରାଛକ ଠାରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣାକୁ ଏନ୍‌ଆଉଣ୍ଟର କରିଛି ପୁଲିସ୍‌। ତା’ ବାମ ଗୋଡରେ ଗୁଳି ବାଜିଛି। ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତକାଲି କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ୍‌ ଯୋଜନାବଦ୍ଧ ଭାବେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖଇ କ୍ରିଷ୍ଣା ଖସି ଯିବାକୁ ଉଦ୍ୟମ କରିବା ସହ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସ୍‌ର ପଲଟା ଗୁଳିମାଡ଼ରେ ତା’ ଗୋଡରେ ବାଜିଥିଲା।

କ୍ରିଷ୍ଣାର ନାଁରେ ବିଭିନ୍ନ ସ୍ଥାନରେ ଡକାୟତି ମାମଲା ରହିଛି। ଦେଓଗାଁ ବଡବନ୍ଧର ଆନ୍ଧ୍ର ବ୍ୟାଙ୍କର ୧୯ ଲକ୍ଷ ଟଙ୍କା, ସଇଁନ୍ତଲା ମଦଭାଟି ମ୍ୟାନେଜରଙ୍କ ଠାରୁ ତିନି ଲକ୍ଷ ଟଙ୍କା ଡକାୟତି ଘଟଣାରେ ସେ ସମ୍ପୃକ୍ତି ଥିବା ପୁଲିସ୍‌ କହିଛି।



from Odisha Reporter http://bit.ly/2UCfH19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages