ଟିମ୍ ଇଣ୍ଡିଆକୁ ମଜଭୁତ ଆରମ୍ଭ ଦେଲେ ରାହୁଲ ଓ ଧୱନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଟିମ୍ ଇଣ୍ଡିଆକୁ ମଜଭୁତ ଆରମ୍ଭ ଦେଲେ ରାହୁଲ ଓ ଧୱନ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଇନିଂସ୍ ଓପନ୍ କରିଥିବା ଲୋକେଶ ରାହୁଲ ଓ ଶିଖର ଧୱନ ପ୍ରଥମ ୱିକେଟ ପାଇଁ ୬୧ ରନ୍ କରି ଭାରତକୁ ମଜଭୁତ ଆରମ୍ଭ ଦେଇଛନ୍ତି। ରାହୁଲ ଆଉ ଏକ ଭଲ ଇନିଂସ୍ ଖେଳିଥିଲେ ହେଁ, ମାତ୍ର ୩ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ସେ ୨୬ ବଲରେ ୩ ଚୌକା ଓ ୪ ଛକା ସହ ୪୭ ରନ୍ କରି ଆଉଟ୍ ହୋଇଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ଧୱନ୍ ୧୨ ଓ ଅଧିନାୟକ ବିରାଟ କୋହଲି ୨ ରନ୍ କରି ଅପରାଜିତ ଅଛନ୍ତି। ଭାରତ ୮ ଓଭରରେ ୧ ୱିକେଟ ହରାଇ ୬୫ ରନ୍ କରିଛି।



from Odisha Reporter https://ift.tt/2BTWp0k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages