ଜଷ୍ଟିସ୍‌ଙ୍କ ଘରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଜଷ୍ଟିସ୍‌ଙ୍କ ଘରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍‌

ctc-12

କଟକ( ଓଡ଼ିଶା ରିପୋର୍ଟର): କଟକ ପୁରୀଘାଟ ବଙ୍ଗାଳି ସାହିରେ ଆଜି ସକାଳେ ପ୍ରାୟ ୧୦ଟା ବେଳେ ଏକ ଦୁର୍ଘଟଣା ଘଟିଛି। ଜାଇକାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଜଷ୍ଟିସ୍‌ ମଦନ ମୋହନ ଦାଶଙ୍କ ପୈତୃକ ବାସଭବନ ଭିତରେ ପଶି ଯାଇଥିଲା। ଦୁର୍ଘଟଣାରେ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି।

ତେବେ ଜାଇକା ଡ୍ରାଇଭର ନଥିବା ସମୟରେ ଅନ୍ୟ ଜଣେ କର୍ମଚାରୀ ଗାଡ଼ି ଚଲାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଜାଇକାର ଏଭଳି କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଛନ୍ତି।



from Odisha Reporter http://bit.ly/2S3d7o5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages