ସୋଶାଲ୍‌ ମିଡିଆରେ ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ସୋଶାଲ୍‌ ମିଡିଆରେ ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର !

ନୂଆପଡ଼ା (ମାୟାଧର ସରାଫ): ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଶିକ୍ଷା ବିଭାଗ କାହିଁ କେତେ ପଦକ୍ଷେପ ନେଇଛି। ହେଲେ ପରୀକ୍ଷା ତ୍ରୁଟିଶୂନ୍ୟ ହେବ ବୋଲି ଡିଣ୍ଡିମ ପିଟୁଥିବା ସରକାର ପ୍ରଥମ ଦିନରୁ ଝୁଣ୍ଟିଛନ୍ତି।

ଆଜି ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳୁଛି। ଆଜି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ୧୨ଟାରେ ସରିଥିବା ବେଳେ ଏହାର ଢେର ପୂର୍ବରୁ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିଲା ବୋଲି ଅଭିଯୋଗ ହୋଇଛି।

ତେବେ ଏପରି ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରି ବଦ୍ରି ନାରାୟଣ ପାତ୍ର ଅସ୍ୱୀକାର କରିଛନ୍ତି। ଏକିତି କିଛି ହୋଇନଥିବା ମନ୍ତ୍ରୀ କହିଛନ୍ତି।



from Odisha Reporter https://ift.tt/2Xjnhj9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages