୨୪ ଫେବୃଆରୀ, ରବିବାର: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

୨୪ ଫେବୃଆରୀ, ରବିବାର: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ

Rasi-Fala

ମେଷ: ଦିନଟି ମିଶ୍ରଫଳ ଦେବ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପାରିବାରିକ ବାଦ-ବିବାଦର ଅବସାନ ଘଟିବ। ଧାଁଦୌଡ଼ରେ ଦିନଟି କଟିବ। ଦୁର୍ଘଟଣାର ଯୋଗ ରହିଛି, ଗାଡି ଚଲାଇବା ବେଳେ ସତର୍କ ରୁହନ୍ତୁ।

ବୃଷ: ଜମି କିଣିବାର ଯୋଗ ରହିଛି। ବନ୍ଧଙ୍କ ସହଯୋଗ ପାଇବେ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ମିଥୁନ: କାମର ବୋଝ କମିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନ ପ୍ରାପ୍ତି ଯୋଗ ରହିଛି।

କର୍କଟ: ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବାର ଆଶା ରହିଛି। ଜୀବନସାଥୀଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି। ଯାହା ବି ନିଷ୍ପତ୍ତି ନେବେ ବୁଝି ବିଚାରି ନିଅନ୍ତୁ।

ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାଁଦୌଡ଼ରେ ଦିନଟି କଟିବ। ବିବାହକୁ ନେଇ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବାର ଯୋଗ ରହିଛି।

ତୁଳା: ଚାକିରିରେ ପଦୋନ୍ନତିର ଯୋଗ ରହିଛି। ନୂଆ ଗାଡ଼ି କିଣିପାରନ୍ତି। ସାଙ୍ଗସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ବିଚ୍ଛା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇ ଲାଭବାନ ହେବେ। ଉଧାର ଦେଇଥିବା ଟଙ୍କା ଡୁବିଯିବାର ଆଶଙ୍କା ରହିଛି।

ଧନୁ: ପିଲାମାନଙ୍କୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ି ପାରନ୍ତି। ଦିନଟି ଅଳସୁଆରେ କଟିବ। ଗାଡି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମକର: ଆଜିଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରି ମିଳିବାରେ ସମସ୍ୟା ଦେଖାଦେଇପାରେ। ଜୀବନସାଥୀଙ୍କ ସହ ମତଭେଦ ଦୂର ହେବ।

କୁମ୍ଭ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଚାକିରିରେ ନୂଆ ସୁଯୋଗ ପାଇବେ। ସେୟାର ମାର୍କେଟ୍‌ରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।



from Odisha Reporter https://ift.tt/2H4qxt0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages