୨୫ ଫେବୃଆରୀ, ସୋମବାର : ସମୟର ସଠିକ୍‌ ଉପଯୋଗ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

୨୫ ଫେବୃଆରୀ, ସୋମବାର : ସମୟର ସଠିକ୍‌ ଉପଯୋଗ କରନ୍ତୁ

Rasi-Fala

ମେଷ: ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ଦିନଟି ଭଲରେ କଟିବ। ଠିକ୍‌ ସମୟରେ କାମ ସାରନ୍ତୁ।

ବୃଷ: ପୂରା ଦିନ ବ୍ୟସ୍ତତା ମଧ୍ୟରେ କଟିବ। ଗାଡ଼ି ଖରାପ ହୋଇପାରେ। ଠିକ୍‌ ସମୟରେ ଅଫିସ୍‌ରେ ପହଞ୍ଚନ୍ତୁ।

ମିଥୁନ: କୌଣସି କଥାକୁ ଅଣଦେଖା କରନ୍ତୁ ନାହିଁ। ଗାଡ଼ି କିଣିବା ଆଶା ପୂରଣ ହୋଇପାରେ। ସମ୍ପର୍କରେ ସୁଧାର ଆସିବ।

କର୍କଟ: ଅପରାହ୍ଣ ପରେ ଚିନ୍ତା ବଢ଼ିବ। ଠିକ୍‌ ସମୟରେ କାମ ସାରନ୍ତୁ, ନହେଲେ କାମ ଅଧାରୁ ଅଟକିବାର ସମ୍ଭାବନା ରହିଛି।

ସିଂହ: କ୍ଷତି ସହିବାର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଥୁରତା ଆସିବ।

କନ୍ୟା: ଗୁରୁଜନଙ୍କ ସମ୍ମାନ କରନ୍ତୁ। ଗୋଡ଼ରେ ଆଘାତ ଲାଗିପାରେ। ଶୁଭ ଖବର ପାଇବେ।

ତୁଳା: ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ଜମିଜମାରେ ନିବେଶ କରନ୍ତୁ। ନିଜ ଦ୍ରବ୍ୟ ଯତ୍ନରେ ରଖନ୍ତୁ।

ବିଚ୍ଛା: ନିଜ କଥାରେ କାମ ହାସଲ କରିନେବେ। ସମୟ ଠିକ୍‌ ନହିଁ, ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଶେୟାର ବଜାରରେ ନିବେଶ କରନ୍ତୁ।

ଧନୁ: କାହାରିଙ୍କୁ ଧାର ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଖାଇବା, ପିଇବାର ଧ୍ୟାନ ଦିଅନ୍ତୁ। ଟଙ୍କା ନେଣଦେଣ କରନ୍ତୁ ନାହିଁ।

କୁମ୍ଭ: ନିଜ ଲୋକଙ୍କ ସହଯୋଗ ପାଇବେ। ଅଟକି ରହିଥିବା କାମ ହୋଇଯିବ। ସମୟର ଉଚିତ୍‌ ଉପଯୋଗ କରନ୍ତୁ।

ମୀନ: ପିଲାମାନଙ୍କ ପାଖରୁ ଶୁଭ ଖବର ପାଇବେ। କ୍ୟାରିୟରରେ ସଫଳତା ପାଇବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ।



from Odisha Reporter https://ift.tt/2BTcCCK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages