୧୫ଜଣ ଦାଦନ ଶ୍ରମିକ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

୧୫ଜଣ ଦାଦନ ଶ୍ରମିକ ଉଦ୍ଧାର

eeeeeeeeee00

ନବରଙ୍ଗପୁର(ସନ୍ତୋଷ କୁମାର ପଲ୍ଲାଇ) ବିଶାଖାପାଟଣାରେ ଦାଦନ ଖଟୁଥିବା ୧୫ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୭ଜଣ ନାବାଳିକା ଓ ଜଣେ ନାବାଳକ ଅଛନ୍ତି।

ଅଭିଯୋଗ ଅନୁଯାୟୀ ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁଥାନା ପାରିଆବେଢା ଗାଁର ୧୫ଜ ଶ୍ରମିକ ଆନ୍ଧ୍ରପ୍ରଦେଶ ଯାଇଥିଲେ। କିନ୍ତୁ ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି କାମ ବାବଦ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ ନାବାଳିକା ତାଙ୍କ ଭାଇକୁ ଫୋନରେ ଜଣାଇଥିଲେ। ଏହାପରେ ପୁଲିସରେ ଅଭିଯୋଗ କରାଯାଇଥିଲା।

ଏହାପରେ ଡାବୁଗାଁ ଆଇଆଇସି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।



from Odisha Reporter http://bit.ly/2Ib9esN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages