ରାଜଧାନୀ ରାଜରାସ୍ତାରେ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ରାଜଧାନୀ ରାଜରାସ୍ତାରେ ଶିକ୍ଷକ

teacher

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ।

ଦାବି ପୂରଣ ନହେବା ଯାଏ ଧାରଣା ଚାଲୁ ରହିବ ବୋଲି ମଞ୍ଚ ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରି ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ ପାଇଁ ବହୁ ଦିନରୁ ଦାବି କରିଆସୁଛି ମିଳିତ ମଞ୍ଚ।



from Odisha Reporter https://ift.tt/2EkSNpG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages