
ବାଲେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ଗାଁରେ ଏକ ଗୁହାଳରେ ନିଆଁ ଲାଗି ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୫ଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି।
କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାତିରେ ମଶା ଘଉଡାଇବାକୁ ଧୂଆଁ ଦିଆଯାଇଥିଲା। ଏଥିରୁ ନିଆଁ ଲାଗିଥିବା ପାରେ ବୋଲି ଅନୁମାନ କରାଯାଉଛି।
from Odisha Reporter https://ift.tt/2BPOtNm
No comments:
Post a Comment