ଡକାୟତି ଯୋଜନା ପଣ୍ଡ, ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଆନନ୍ଦପୁର( ମୁନା ସିଂ): ଆନନ୍ଦପୁରରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁଲିସ୍। ଏହି ଘଟଣାରେ ଶାଳବଣୀ ହାଟ ନିକଟରେ ୪ ଜଣ ଡକାୟତକୁ ଗିରଫ କରିଛି ପୁଲିସ। ଏଥିସହ ଏକ ବୋଲେରା ଗାଡ଼ି ସହ କିଛି ମରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି।

ଗତକାଲି ରାତିରେ ଶାଳବଣି ହାଟ ନିକଟରେ  ଡକାୟତମାନେ ଡକାୟତି କରିବାକୁ ଉଦ୍ୟମ କରୁଥିବା ଆନନ୍ଦପୁର ପୁଲିସ୍‌ କୌଣସି ସୂତ୍ରରୁ ଖବର ପଇଥିଲା। ପୁଲିସ୍‌ ସେହି ସ୍ଥାନରେ ଚଢ଼ାଉ କରିଥିଲା। ପରେ ଚାରି ଜଣ ଡକାୟତଙ୍କୁ ଗିରଫ କରିଥିଲା ପୁଲିସ । ଦୁଇ ଜଣ ଚମ୍ପଟ୍‌ ମାରିଥିଲେ।



from Odisha Reporter http://bit.ly/2SwEG9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages