୧.୬ ଲକ୍ଷ କୋଟିର ରେଳ ବଜେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

୧.୬ ଲକ୍ଷ କୋଟିର ରେଳ ବଜେଟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରେଳ ଭିତ୍ତିଭୂମୀ ବିକାଶ ପାଇଁ ୧.୬  ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ମୋଦି ସରକାରଙ୍କ ଶାସନ କାଳରେ ଏହା ଏକ ରେକର୍ଡ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧.୪୮ ଲକ୍ଷ କୋଟି ଟଙ୍କା ଥିଲା।

ଆସନ୍ତାବର୍ଷ ଦେଶରେ ୩୬ ହଜାର କିଲୋମିଟର ରେଳ ଧାରଣାକୁ ନବୀକରଣ କରାଯିବ। ସେହିପରି ଦୁଇବର୍ଷ ମଧ୍ୟରେ ୪୨୬୭ଟି ଜଗୁଆଳ ବିହୀନ ଫାଟକ ଉଚ୍ଛେଦ କରାଯିବ ବୋଲି ଗୋଏଲ ଘୋଷଣା କରିଛନ୍ତି।



from Odisha Reporter http://bit.ly/2RZlPnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages