ବାଲୁକା କଳାରେ ଅଭିନନ୍ଦନଙ୍କୁ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ବାଲୁକା କଳାରେ ଅଭିନନ୍ଦନଙ୍କୁ ପ୍ରଶଂସା

sandart

ପୁରୀ(ଓଡ଼ିଶା ରିପୋର୍ଟର): ବାଲୁକା କଳାରେ ଏୟାର ଫୋର୍ସର ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପ୍ରଶଂସା କରାଯାଇଛି।

ଅଭିନନ୍ଦନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ପୁରୀ ବେଳାଭୂମୀରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ସୀମାରେ ଅଦମ୍ୟ ସାହସ ଦେଖାଇ ଆକାଶ ମାର୍ଗରେ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନକୁ ଖସାଇ ଦେଇଥିଲେ ଓ୍ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନ। ତାଙ୍କୁ ନେଇ ସାରା ଦେଶ ଏବେ ଗର୍ବ କରୁଛି।

ଅଭିନନ୍ଦନ ଏବେ ପାକିସ୍ତାନ କବଜାରେ ଥିବା ବେଳେ ଆଜି ତାଙ୍କୁ ଭାରତକୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2EnRvc9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages