କାଠ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ବାପା ବଞ୍ଚିଗଲେ, ପୁଅ ଚାଲିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

କାଠ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ବାପା ବଞ୍ଚିଗଲେ, ପୁଅ ଚାଲିଗଲା

truckaccident

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଭୀମ ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହେଲପର୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନେହା ସିଂହ।

ଟ୍ରକ୍‌ଟି ଢେଙ୍କାନାଳ ଜିଲ୍ଲାରୁ କାଠ ଧରି ଉତ୍ତରାଖଣ୍ଡ ଯାଉଥିଲା। ଆଜି ସକାଳ ପ୍ରାୟ ସାଢ଼େ ଆଠ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

truck1ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଏହା ତଳେ ନେହା ଚାପି ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚଥିଲା ଓ ତାଙ୍କ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଏହି ଟ୍ରକ୍‌କୁ ନେହାଙ୍କ ବାପା ଚୋଖା ସିଂହ ଚଲାଉଥିଲେ। ତାଙ୍କର କିଛି ହୋଇନାହିଁ।



from Odisha Reporter https://ift.tt/2HgFSal

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages