
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) “ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବୁ। କାହା ସହିତ ମେଣ୍ଟ କରିବୁ ନାହିଁ।” ନବୀନ ନିବାସରେ ସାମ୍ବାଦିକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ସେହିପରି ପ୍ରାର୍ଥୀ ଚୟନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ ବିଜୟ ସମ୍ଭାବନା ହିଁ ମୁଖ୍ୟ ମାପକାଠି। ଯିଏ ଜିତିବାର ଆଶା ଥିବ, ତାଙ୍କୁ ହିଁ ଟିକେଟ ଦିଆଯିବ।”
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଦୀପ ଦିସାରି ବିଜେଡିରେ ଯୋଗଦେଇଛନ୍ତି। ସେ ୨୦୧୪ରେ ଲାଞ୍ଜିଗଡ଼ରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।
from Odisha Reporter https://ift.tt/2HeIo1u
No comments:
Post a Comment