ଶ୍ରୀଦେବୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ବିଦ୍ୟା ବାଲାନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଶ୍ରୀଦେବୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ବିଦ୍ୟା ବାଲାନ୍‌!

ମୁମ୍ବାଇ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରି ଗଲାଣି। ତାଙ୍କ ଦେହାନ୍ତ ପରେ ଅନେକ ଥର ତାଙ୍କ ବାୟୋପିକ୍‌ ନର୍ମାଣ ହେବାକୁ ନେଇ ଚର୍ଚ୍ଚା ହୋଇଛି। ଏବେ ଏହି ବାୟୋପିକ୍‌ରେ ଶ୍ରୀଦେବୀଙ୍କ ଭୂମିକାରେ ବିଦ୍ୟା ବାଲାନ୍‌ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବିଦ୍ୟା ମଧ୍ୟ ଶ୍ରୀଦେବୀଙ୍କ ବାୟୋପିକ୍‌ରେ କାମ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାହସ ଦରକାର। ଏହି ଦକ୍ଷ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବିଦ୍ୟା ବାଲାନ୍‌ଙ୍କୁ ଅନେକ ସମୟରେ ବୋଲ୍‌ଡ ରୋଲ୍‌ରେ ଦେଖିବାକୁ ମିଳିଛି। ଏସମ୍ପର୍କରେ ବିଦ୍ୟା ବାଲାନ୍‌ କହିଛନ୍ତି ଯେ, ଏଭଳି ସିନେମା ନ କରିବାକୁ ତାଙ୍କୁ କିଛିଲୋକ ବାରଣ କରିଥିଲେ। କିନ୍ତୁ ସେଥିପ୍ରତି ସେ କର୍ଣ୍ଣପାତ କରି ନ ଥିଲେ। ଏଭଳି ସିନେମା ପାଇଁ ସେ ଲଜ୍ଜିତ ନୁହଁନ୍ତି ,ବରଂ ଗର୍ବିତ ବୋଲି କହିଛନ୍ତି ବିଦ୍ୟା ବାଲାନ୍‌।



from Odisha Reporter https://ift.tt/2W4pTQA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages