ଝାରପଡ଼ା ଜେଲ୍‌ରେ ଚଢ଼ଉ, ମାଦକ ଦ୍ରବ୍ୟ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଝାରପଡ଼ା ଜେଲ୍‌ରେ ଚଢ଼ଉ, ମାଦକ ଦ୍ରବ୍ୟ ଜବତ

op

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଆଜି କମିଶନରେଟ୍ ପୁଲିସ୍ ଚଢ଼ାଉ କରି ବହୁ ପରିମାଣର ମାଦକ ଦ୍ରବ୍ୟ ଜବତ କରିଛି।

ଜେଲ୍ ଭିତରକୁ ବିପୁଳ ପରିମାଣରେ ମାଦକ ଦ୍ରବ୍ୟ ପଶୁଥିବା ନେଇ ସୂଚନା ପାଇବା ପରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ଜେଲର ବିଭିନ୍ନ ଓ୍ୱାର୍ଡରୁ ସିଗାରେଟ୍, ବିଡି, ଗୁଟଖା, ଲାଇଟର୍ ଓ ସିମ୍ କାର୍ଡ ଆଦି ଜବତ କରାଯାଇଛି।

ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ ଏତେ ପରିମାଣର ମାଦକ ଦ୍ରବ୍ୟ କେମିତି ତା’ ଭିତରେ ପଶିଲା, ତାକୁ ନେଇ ପ୍ରଶ୍ନ ଉଠିଛି।



from Odisha Reporter https://ift.tt/2CCCYt1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages