
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ଏକ ପିସିଆର ଭ୍ୟାନ୍ ଭାଙ୍ଗିବା ସହ ଅନ୍ୟ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏକ ହୋଟେଲକୁ ମଧ୍ୟ ଭାଙ୍ଗିଦେଇଛନ୍ତି।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଏବେବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।
from Odisha Reporter https://ift.tt/2Yj2Hjo
No comments:
Post a Comment