
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି ବିଜେଡିର ତା’ର ବିଧାନସଭା ଲାଗି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ତେବେ ନଜର ପକାନ୍ତୁ କେଉଁ ଆସନଲାଗି କାହା ନାମ ଘୋଷଣା ହୋଇଛି।
ପୁରୀ- ମହେଶ୍ୱର ମହାନ୍ତି
ଜଟଣୀ- ବିଭୂତି ବଳବନ୍ତରାୟ
ବାରବାଟୀ କଟକ- ଦେବାଶିଷ ସାମନ୍ତରାୟ
କଟକ ସଦର- ଚନ୍ଦ୍ରସାରଥୀ ବେହେରା
ରେଙ୍ଗାଲୀ- ରୀନା ତନ୍ତୀ
ଯଶୀପୁର- ଗୋଲକ ନାୟକ
ବାଙ୍ଗିରିପୋଷି- ସୁଦାମ ମାରାଣ୍ଡି
ପାରାଦୀପ- ସମ୍ବିତ ରାଉତରାୟ
ତିର୍ତ୍ତୋଲ- ବିଷ୍ଣୁ ଦାସ
ରାଜନଗର- ଧୃବ ସାହୁ
ବଡ଼ଚଣା- ଅମର ଶତପଥୀ
ସୋର- ପର୍ଶୁରାମ ଧଡ଼ା
ଉଦଳା- ଶ୍ରୀନାଥ ସୋରେନ
ବାଲେଶ୍ୱର- ଜୀବନ ପ୍ରଦୀପ ଦାସ
ଜଳେଶ୍ୱର- ଅଶ୍ୱିନୀ ପାତ୍ର
ବଡ଼ସାହି- ବୃନ୍ଦାବନ ଦାସ
ଭଦ୍ରକ- ସଂଜୀବ ମଲ୍ଲିକ
from Odisha Reporter https://ift.tt/2JOx7XQ
No comments:
Post a Comment